#ତାଲିବାନର_ଆଫଗାନ_କବଜା_ଆଳରେ_ଇସଲାମୀୟ_ଦେଶ_ମାନଙ୍କର_ବଡ଼_ଷଡ଼ଯନ୍ତ୍ର
ଚାଲିଛି ଆଫଗାନୀ ଶରଣାର୍ଥୀଙ୍କୁ ୟୁରୋପୀୟ ଦେଶ ମାନେ ଶରଣ ଦେବାକୁ ଲବି । ଏହା ପଛରେ ମିଳିମିଶି କାମ କରୁଛନ୍ତି ଅନେକ ଇସଲାମୀୟ ରାଷ୍ଟ୍ର। ଏବେ ଇସଲାମୀ ଦେଶ ମାନଙ୍କର ସଂଗଠନ ଓଆଇସି ଅଥବା ଅର୍ଗାନାଇଜେଶନ ଅଫ ଇସଲାମିକ କୋ ଅପରେସନ ଉପରେ ବଢୁଛି ସନ୍ଦେହ ।
#ArgusNews #international #Afghan #islamic #talibani #Refugee