ଖୋଲା ଆକାଶରେ ଉଡିବାର ମଜା କିଛି ଅଲଗା ଥାଏ। ବନ୍ଦୀ ହୋଇ ରହିବାକୁ କାହାକୁ ବା ଭଲ ଲାଗେ। ସ୍ୱାଧୀନର ସହ ଜିଇବାର ସମସ୍ତଙ୍କର ଅଧିକାର ଅଛି। ହେଲେ… ହେଲେ ଏ ପକ୍ଷୀମାନଙ୍କୁ କାହିଁକି ଏପରି ବାନ୍ଧି ରଖାଯାଏ ମୁଁ ଜାଣିନି। କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଦେଖିଲି, ଯାହା ମୋ ହୃଦୟକୁ ଛୁଇଁଦେଲା। ଯାହାକୁ ଦେଖି ଆପଣ କହିବେ ଏହି ଭିଡିଓ ପ୍ରକୃତରେ ହୃଦୟସ୍ପର୍ଶୀ ।
#viralvideo #bird #flying #sky #ArgusNews