#ଗ୍ଲୋବାଲ_ଲିଡର_କଲେ_ମୋଦିଙ୍କ_ନେତୃତ୍ବର_ପ୍ରଶଂସା
କହିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ବ ପାଇଁ ପ୍ରେରଣା । ଏନେଇ ଟୁଇଟ କରିଛନ୍ତି ବେଜିପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ନିଜ ଟୁଇଟରେ ଲେଖିଛନ୍ତି , ଭାରତର ନେତୃତ୍ବକୁ ପ୍ରସଂଶା କରୁଛନ୍ତି ଅନ୍ୟ ରାଷ୍ଟ୍ରର ମୁଖ୍ୟ ।
#GlobalLeader PMO India Narendra Modi J.P.Nadda #Odisha #ArgusNews