କୋଭିଡ୍ ସଂକ୍ରମିତ ଶ୍ବଶୁରଙ୍କୁ କାନ୍ଧରେ ବୋହି ଡାକ୍ତରଖାନାରେ ପହଁଚିଥିଲେ ବୋହୁ । କୋଭିଡ୍ ସଂକ୍ରମିତ ଶ୍ବଶୁରଙ୍କୁ କାନ୍ଧରେ ବୋହି ଡାକ୍ତରଖାନାରେ ପହଁଚିଲେ । ଆସାମର ନିହାରିକା ଦାସ ଏବେ ଜିତିଛନ୍ତି ଲକ୍ଷ ଲକ୍ଷ ଦେଶବାସୀଙ୍କ ହୃଦୟ ।
#ArgusNews #ArgusNewsTv #india #Odisha #DaughterInlaw #care #Assam