#ସମ୍ଭାବ୍ୟ_ତୃତୀୟ_ଲହରକୁ_ନେଇ_ବଢିଲା_ଟେନସନ
କେରଳ ପରିସ୍ଥିତି ଦେଖି ପ୍ରସ୍ତୁତି ଆରମ୍ଭ କଲା ଓଡିଶା । ପ୍ରତିଦନ ୧୦ ହଜାରରୁ ୨୦ ହଜାର ପଜଟିଭ ଚିହ୍ନଟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ସେଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତର ପାଇଁ ଟାକ୍ସ ଫୋର୍ସ ଗଠନ କରାଯାଇଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।
#COVID19 #coronavirus #HealthMinister #odisha #ArgusNews