ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂ । ଅମରିନ୍ଦର ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି । ୨୦ ବିଧାୟକ ଏବଂ ଅଧିକାଂଶ ପଞ୍ଜାବ ସାଂସଦଙ୍କ ସହ ରାଜଭବନ ପହଞ୍ଚିଥିଲେ। ଏହାପରେ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ।
#punjab #election #CMOPunjab #captainamarindersingh #resine #Odisha #ArgusNews