ପୁଣି ବିଶ୍ବ ଦରବାରରେ ଲଜ୍ଜିତ ହୋଇଛି ଆତଙ୍କୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନ। ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ପାକିସ୍ତାନକୁ ପୁଣି ଏକ ଅତି ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ପାକିସ୍ତାନ ଗସ୍ତରେ ଥିବା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ମ୍ୟାଚ ଆରମ୍ଭ ହେବାର ଅଳ୍ପ କିଛି ସମୟ ପୂର୍ବରୁ ନିଜର ଗସ୍ତ ବାତିଲ କରି ଫେରିଯିବାକୁ ନିଷ୍ପତ୍ତି ନେଇଛି
#Sports #Pakistan #newzealand #Odisha #ArgusNews