ଏବର ବାପା-ମା ମାନେ ମୋଇବାଇଲକୁ ଭାରି ପ୍ରେମ କରୁଛନ୍ତି । ମୋବାଇଲ୍କୁ ଏତେ ପ୍ରେମ ଆଉ ଶ୍ରଦ୍ଧା ଯେ ନିଜ ଛୁଆଙ୍କୁ ଦେଖିଲେ ବିରକ୍ତ ହୋଇପଡୁଛନ୍ତି। ଛୁଆ ଯାହା କହିଲେ ହଠାତ୍ ରାଗି ଚିଡିଚିଡି ହେଉଛନ୍ତି । ଆଜ୍ଞା ଏ କଥା ଆମେ କହୁନୁ କହୁଛନ୍ତି ଗବେଷକମାନେ ।
#mobile #Guardians #mother #father #ArgusNews