#ରୀତିନୀତି_ଅନୁସାରେ_ପୂଜାର୍ଚ୍ଚନା_ଓ_ବିସର୍ଜନ
ବାହାରିନରେ ରୀତିନୀତି ଅନୁସାରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ଓ ପରେ ହର୍ଷ ଉଲ୍ଲାସ ସହ ବିସର୍ଜନ । ବାହାରୀନ ଓଡ଼ିଆ ସମାଜର ସଦସ୍ୟମାନଙ୍କ ଦ୍ବାରା ପ୍ରଭୁ ଗଣେଶଙ୍କ ଆରତି ଓ ମଂଗଲକାମନା ପ୍ରାର୍ଥନା କରାଯାଇଛି । ବାହାରୀନରେ ଡ ଅରୁଣ ପ୍ରହରାଜଙ୍କ ବାସଭବନରେ ଭକ୍ତି ସହକାରେ ପାଳିତ ହୋଇଛି ଗଣେଶ ପୂଜା ।
#Bahrain #GaneshPuja #OdiaSamaj #Odisha #ArgusNews