#ବିରୋଧି_ମେଣ୍ଟର_ଗୁମର_ଖୋଲିଲା_ଟ୍ବିଟର_ଓ୍ବାର୍
କଂଗ୍ରେସ ଏବଂ ଟିଏମସି ସମେତ ଅଣ ବିଜେପି ରାଜନୈତିକ ଦଳଗୁଡ଼ିକ ଏକାଠି ହୋଇ ମିଶନ୍ ୨୦୨୪ ପାଇଁ ସ୍ବପ୍ନ ଦେଖୁଛନ୍ତି । ମାତ୍ର ସେମାନଙ୍କର ସ୍ବପ୍ନ ଯେ ଦିଗ ହରେଇବାକୁ ଲାଗିଛି ତାହା ଏବେ ପ୍ରମାଣିତ କରିଛି ଟିଏମ ଓ କଂଗ୍ରେସ ମଧ୍ୟରେ ଚାଲିଥିବା ଟ୍ବିଟର୍ ଓ୍ବାର୍ ।
#Twitter #Congress #TMC #BJP #Odisha #ArgusNews