#ରାଜ୍ୟର_ରହିଛି_ଏକାଧିକ_ପ୍ରାଚୀନ_ବୌଦ୍ଧପୀଠ
#ଚୀନ_ପରିବ୍ରାଜକ_ହୁଏନସାଂଙ୍କ_ଲେଖାରେ_ସ୍ଥାନପାଇଛି_ଓଡ଼ିଶାର_ବୌଦ୍ଧଧର୍ମ
ସ୍ବଦେଶ ଦର୍ଶନ ଯୋଜନା ଅନ୍ତର୍ଗତ ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ପତ୍ର ଲେଖିଛନ୍ତି ଧର୍ମେନ୍ଦ୍ର ।
#buddhistcircuit #buddhatemple #CentralMinister Dharmendra Pradhan G. Kishan Reddy #Odisha #ArgusNews