#ଭାରତର_ବିଭିନ୍ନ_ଉଦ୍ୟୋଗ_ପାଇଁ_ଏବେ_ସମସ୍ୟା_ସୃଷ୍ଟି_କରିଛି_ଆଫଗାନ୍_ପରିସ୍ଥିତି
#ବନ୍ଦ_ରହିଛି_ଦ୍ବିପାକ୍ଷିକ_ଆମଦାନୀ_ରପ୍ତାନୀ
ଆଫଗାନିସ୍ଥାନ ସହ ଦ୍ବିପାକ୍ଷିକ ବାର୍ଷିକ କାରବାରର ପରିମାଣ ୧୦ ହଜାର କୋଟି ଟଙ୍କା । ଭାରତ ବାର୍ଷିକ ୩ ହଜାର ୮ ଶହ କୋଟିର ବିଭିନ୍ନ ସାମଗ୍ରୀ ଆମଦାନୀ କରିଥାଏ । ରପ୍ତାନୀ କରିଥାଏ ୬ ହଜାର କୋଟି ଟଙ୍କାର ସାମଗ୍ରୀ । ପ୍ରତିବର୍ଷ ଭାରତରୁ ୨ଶହ କୋଟି ଟଙ୍କାର ଔଷଧ କିଣିଥାଏ ଅଫଗାନିସ୍ଥାନ ।
#ArgusNews #international #industry #Afghanistan #Bilateralimportsandexports