ଯୁବତୀଙ୍କ ପ୍ରେମରେ କୁନି ହାତୀ । ଦେଖୁନାହାନ୍ତି..କେମିତି ଏହି ସୁନ୍ଦରୀ ଯୁବତୀଙ୍କୁ ଛାଡୁନି ଏହି ଛୁଆ ହାତୀଟି । ଏମିତି କୁଣ୍ଢେଇ ମୁଣ୍ଢେଇ ଧରିଛି ଯେମିତି ସତରେ ଏହି ଯୁବତୀ ତାର କୌଣସି ଜିନିଷ ତା ଠୁ ନେଇ ଯାଇଛନ୍ତି । ଯୁବତୀ ଜଣକ ବି ହସୁଛନ୍ତି । ଛାଡିଦେ ବୋଲି କହୁଛନ୍ତି ।
#viralvideo #girl #elephant #love #ArgusNews