ରାଜ୍ୟରେ ମହିଳାଙ୍କୁ ମିଳୁନି ସୁରକ୍ଷା ଓ ସମ୍ମାନ । ସେ ବିଧାୟକ ପଦ ହେଉ କି କୌଣସି ଅଞ୍ଚଳର ସାଂସଦ ହେବାର ସୁଯୋଗ । କୌଣସି ସରକାରୀ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀ ପଦବୀ ହେଉ କିମ୍ବା ଘରୋଇ କମ୍ପାନୀର ମ୍ୟାନେଜର ପୋଜିସନରେ ମହିଳାଙ୍କ ସଂଖ୍ୟା ନଗଣ୍ୟ ପିରିଅଡିକ୍ ଲେବର ଫୋର୍ସ ସର୍ଭେ ରିପୋର୍ଟରେ ଆସିଲା ଏଭଳି ତଥ୍ୟ।
#security #Employment #Women #PeriodicLabourForceSurvey #National #ArgusNews