ଲକ୍ଷ୍ମୀ ମରିଗଲା । ଗୋଟାଏ କାହାଣୀ ଏଇଠି ସରିଗଲା। ଆଉ ସେ ଆସିବନି। ପାଣିରେ ପଶିବନି। କାହା ମଥାରେ ଶୁଣ୍ଢ ଛୁଆଁଇ ଦଣ୍ଡବତର ମୂଲ ଶୁଝିବନି । ଲକ୍ଷ୍ମୀ ଆଉ ଫେରିବନି। ଏଠି ଭିଡ ଲାଗିଛି ଲକ୍ଷ୍ମୀ ପାଇଁ । ବାଜା ବାଜୁଛି । ଏତେ ବଡ଼ ଗାଡିଟା ବି ସଜ ହେଇଚି। ଲକ୍ଷ୍ମୀର ଶବ ଆସୁଛି । ମଣିଷ ପଶୁର ସମ୍ପର୍କ ଯେ, ନିବିଡ ହୋଇପାରେ ଏ ଦୃଶ୍ୟ କେବଳ ତାହା ହିଁ କହୁଛି ।
#Puducherry #temple #elephant #laxmi #ArgusNews