ଲୋକସଭାରେ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ ତାଙ୍କର ବଜେଟ ଅଭିଭାଷଣରେ କହିଛନ୍ତି ଯେ ବଜେଟରେ ସାତ ପ୍ରାଥମିକତା ସପ୍ତର୍ଷି ଅବଧାରଣା ଉପରେ ଆଧାରିତ । ଏଥିରେ ସମାବେଶୀ ବୃଦ୍ଧି, ସବୁଜ ବିକାଶ, ଯୁବ ଶକ୍ତି, ବିତୀୟ କ୍ଷେତ୍ର, ଅନ୍ତିମ ସୀମା ଯାଏ ପହଂଚିବା, ମୌଳିକ ଭିତିଭୂମିର ବିକାଶ ଓ କ୍ଷମତାର ସମ୍ପୂର୍ଣ ବ୍ୟବହାର ସାମିଲ ରହିଛି ।
#ArgusNews #BudgetSession #FinancialYear2023 #Parliament #FinanceMinister #NirmalaSitharaman #National