ସୋସିଆଲ୍ ମିଡ଼ିଆ ସମ୍ପର୍କିତ ଭାରତର ନୂଆ ଗାଇଡ୍ ଲାଇନ୍କୁ ମାନିବାରେ ଅବହେଳା ଏବେ ବେଶ୍ ମହଙ୍ଗା ପଡ଼ିବାକୁ ଯାଉଛି ଟ୍ବିଟରକୁ । ଏହି ମାଇକ୍ରୋ ବ୍ଲଗିଂ ମିଡ଼ିଆ ଖୁବ୍ ଶୀଘ୍ର ହରେଇବାକୁ ଯାଉଛି ଇଣ୍ଟରମେଡିଆରୀ ଷ୍ଟାଟସ୍ । ଏଣିକି ଟ୍ବିଟରରେ ହେଉଥିବା ପ୍ରତ୍ୟେକ ପୋଷ୍ଟ ପାଇଁ ନିଜେ ସିଧାସଳଖ ଦାୟୀ ରହିବ ଟ୍ବିଟର୍ ।
#ArgusNews #ArgusNewsTV #National #Twitter #Guidelines