ମହାନାୟକଙ୍କ ଜନ୍ମଦିବସରେ ରାଜ୍ୟ, ଦେଶ, ବିଦେଶରୁ ଛୁଟିଛି ଶୁଭେଚ୍ଛାରେ ସୁଅ । ରାଜନେତାଙ୍କ ଠାରୁ ଆରମ୍ଭ କରି ଶୁଭେଚ୍ଛା ଜଣାଇଛନ୍ତି ସାଧାରଣ ଲୋକେ । କେହି କେହି କଳା ମାଧ୍ୟମରେ ମୋଦୀଙ୍କୁ ଜମାଇଛନ୍ତି ଜନ୍ମଦିନର ଶୁଭକାମନା I
#PMModiji Narendra Modi #PMO #jawan #birthday #India #Odisha #ArgusNews #modi71