୧୯୦ ବର୍ଷରେ ପହଁଚିଲା ଜୋନାଥନ୍ । ପାଳନ କଲା ୧୯୦ତମ ଜନ୍ମଦିବସ । ରଖିଲା ଗିନିସ୍ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡସରେ ନାଁ । ଏବେ ବି ସେ ବଂଚିଛି, ସୁସ୍ଥ ଅଛି-ପାଲଟିଛି ଆଶ୍ଚର୍ଯ୍ୟ । ତେବେ କିଏ ଏହି ଜୋନାଥନ୍ ? କେମିତି ବଂଚିଲା ସେ ଏତେ ବର୍ଷ ? ଆସନ୍ତୁ ପରିଚିତ ହେବା ଜୋନାଥନ ସହିତ
#Jonathan #birthdaycelebration #GuinnessWorldRecords #ArgusNews