ଅଯୋଧ୍ୟାରେ ପହଞ୍ଚିଛି ୧୪ ଟନର ବୀଣା । ଏହି ବୀଣା ୪୦ ଫୁଟ ଲମ୍ବର ।ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକରଙ୍କ ସୃତିରେ ଏହି କାଂସ୍ୟ ବୀଣା ଅଯୋଧ୍ୟାର ଚୌରାରେ ସ୍ଥାପନ କରାଯିବ । ୧୪ ଟନର ଏହି ବୀଣାକୁ କ୍ରେନ ସାହାଯ୍ୟରେ ଉଠାଯାଇଥିଲା । ଏହି ବୀଣା ସ୍ଥାପନର ଉଦଘାଟନ କରିବେ ଉତ୍ତରପ୍ରଦେଶ ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
#veena #UttarPradesh #LataMangeshkar #YogiAdityanath #UPGovt #NationalNews #ArgusNews