#ପ୍ରଧାନମନ୍ତ୍ରୀ_ପାଳିଲେ_ଏମିତି_ନିଆରା_ରକ୍ଷାବନ୍ଧନ_ଉତ୍ସବ
୧୧ ଅଗଷ୍ଟ, ଶ୍ରାବଣ ପୂର୍ଣ୍ଣିମା। ସାରା ଦେଶ ପାଳନ କରୁଛି ଭାଇ ଭଉଣୀ ଭିତରେ ଥିବା ପବିତ୍ର ରକ୍ଷାବନ୍ଧନର ପର୍ବ । ଏହି ଉତ୍ସବରେ ନିଜକୁ ସାମିଲ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ଟା ନିଆରା ଢଙ୍ଗରେ ପାଳନ କରିଛନ୍ତି ଉତ୍ସବ
#Delhi #PMNarendraModi #rakhibandhan #ArgusNews