- ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟେକ ଓଡିଆଙ୍କ ସମସ୍ୟା ସହ ଜଡିତ
- ତାଙ୍କ ପ୍ରଚେଷ୍ଟାରେ ହୋଇଛି ଓଡିଶାର ଅନେକ ବିକାଶ
ଧର୍ମେନ୍ଦ୍ର ୧୦ ବର୍ଷ କ୍ୟାବିନେଟରେ ମନ୍ତ୍ରୀ ରହିବା ଫଳରେ ଓଡିଶାର ପ୍ରତ୍ୟେକ ଲୋକଙ୍କ ସହ ଯୋଡି ହୋଇଛନ୍ତି । ଶିକ୍ଷାର ଉନ୍ନତି କ୍ଷେତ୍ରରେ, ଅନେକ ଶିଳ୍ପର ଉନ୍ନତି ପାଇଁ ସେ ଚେଷ୍ଟା କରିଛନ୍ତି ଆଉ କରି ଦେଖାଇଛନ୍ତି ମଧ୍ୟ ।ଆହୁରି ଅନେକ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ତୃତି ଦେଇଛନ୍ତି । ହେଲେ ୨୪ ବର୍ଷ ଶାସନରେ ଥିବା ବିଜେଡି ସରକାର ଏବେ ଯାଏଁ ଲୋକଙ୍କ ପାଣି ସମସ୍ୟାର ସମାଧାନ କରିପାରିନାହାନ୍ତି । ତେଣୁ ଏ ସରକାର ବଦଳିବାର ସମୟ ଆସିଛି ବୋଲି ଚେତାବନୀ ଦେଇଛନ୍ତି ସଜନ ଶର୍ମା ।
ବାଇଟ- ସଜନ ଶର୍ମା , ରାଜ୍ୟ ବିଜେପି ମୁଖପାତ୍ର