ରା ରା ରାକମା ଗୀତରେ ନରଚି ଉଠିଲେ କନ୍ୟା। ଗୀତର ଗୋଟିଏ ଗୋଟିଏ ଷ୍ଟେପକୁ ଅତି ନିଖୁଣତାର ସହ ନାଚି ଉଠିଲେ ଏହି କନ୍ୟା ଜଣଙ୍କ। କନ୍ୟାଙ୍କ ସାଥିରେ ଥିଲେ ତାଙ୍କ ସାଙ୍ଗମାନେ। ସମସ୍ତେ ମିଶି ଗୀତରେ ଏମିତି କନ୍ୟାଙ୍କ ଠୁମକା ଲଗାଇଲେ ଯେ ଦେଖଣାହାରି ଏମିତି ଅନାଇ ରହିଗଲେ।
#marriage #dance #bride #viralvideo #enjoy #ArgusNews