#ଦୁର୍ନୀତିଖୋରଙ୍କ_ଉପରେ_ଇଡ଼ିର_ଶକ୍ତ_ପ୍ରହାର
#ବେଆଇନ_ଅର୍ଥ_ହେରଫେର_କେଳେଙ୍କାରୀ_ଉପରେ_ଜୋରଦାର_ଲଗାମ
ବଢ଼ିଲା ସଂଜୟ ରାଉତଙ୍କ ଅଡ଼ୁଆ । ପାତ୍ର ଚାଓ୍ବଲ ସ୍କାମରେ ଫସି ଇଡ଼ି ଦ୍ବାରା ଗିରଫ ହୋଇଥିବା ଶିବସେନା ଉଦ୍ଧବ ଗୋଷ୍ଠୀର ସାଂସଦ ସଂଜୟ ରାଉତଙ୍କୁ ମିଳିଲାନି ଆଶ୍ବସ୍ତି । ଇଡ଼ି ୮ ଦିନ ପାଇଁ ରିମାଣ୍ଡ ମାଗିଥିବା ବେଳେ ତାଙ୍କୁ ଅଗଷ୍ଟ ୪ ଯାଏ ରିମାଣ୍ଡରେ ପଠାଇଛନ୍ତି ମୁମ୍ବାଇର ସେସନ୍ସ କୋର୍ଟ
#maharashtra #ED #SanjayRaut #ArgusNews