#ବଜେଟରେ_ଆୟକରଦାତାଙ୍କ_ପାଇଁ_ବଡ_ରିହାତି
#7ଲକ୍ଷ_ଟଙ୍କା_ପର୍ଯ୍ୟନ୍ତ_ଆୟକରୁଥିବା_ଲୋକଙ୍କୁ_ଦେବାକୁ_ପଡିବନି_ଟାକ୍ସ
ପୂର୍ବରୁ ଥିବା 5 ଲକ୍ଷ ଆୟକର ସୀମାକୁ 7 ଲକ୍ଷ କରିଛନ୍ତି କେନ୍ଦ୍ର ସରକାର । ପୁରୁଣା ସ୍ଲାବ ଅନୁସାରେ ଶୂନରୁ ଅଢେଇଲକ୍ଷ ସୀମା 3 ଲକ୍ଷକୁ ବୃଦ୍ଧି ହୋଇଛି ।
#ArgusNews #IncomeTax #BudgetSession #FinancialYear2023 #FinanceMinister #NirmalaSitharaman #National