ଆକାଶ ଟା ଯଦି କେବେ ହୋଇ ପାରନ୍ତା ମପା
ତାଠାରୁ ଆହୁରି ବେଶି ବଡ ହେବେ ମୋ ବାପା
ରକ୍ତ ମାଂସର ଦେବତା। ଚିରନ୍ତନ ସତ୍ୟ ମାଆ ସ୍ନେହ ମମତାର ନିର୍ଝର ହେଲେ ବାପା ଅନୁଶାସନ ଓ କର୍ତ୍ତବ୍ୟରେ କଠୋର। ବାପା କେବଳ ଗୋଟିଏ ଶବ୍ଦ ନୁହେଁ। ଭଗବାନଙ୍କ ମଥାରୁ ଖସିପଡିଥିବା ଆର୍ଶିବାଦର ଫୁଲ ହେଉଛନ୍ତି ବାପା। ଭାଙ୍ଗିଲେ ଗଢ଼ି ଦିଅନ୍ତି, ହଜିଲେ ଖୋଜି ଆଣନ୍ତି । ଦେଖନ୍ତୁ ସେମିତି ଏକ ବାପା ଆଉ ଝିଅର କାହାଣୀ..
#fatherlove #daughter #train #mumbai #ArgusNews