#ଲଢ଼ିଲେ_ମିଳିବ_ଜେଲରୁ_ମୁକ୍ତି
#କଏଦୀମାନଙ୍କ_ପାଇଁ_ରୁଷ_ରାଷ୍ଟ୍ରପତିଙ୍କ_ବଡ_ଅଫର
ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପ୍ଲୁଟିନ ଏବେ ଦେଶର ବିଭିନ୍ନ ଜେଲରେ ବନ୍ଦୀ ଥିବା କଏଦୀଙ୍କୁ ଏକ ବିଶେଷ ଅଫର ଦେଇଛନ୍ତି। କହିଛନ୍ତି,ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧରେ ସାମିଲ ହୁଅ। ଦେଶ ପାଇଁ ଲଢ଼। ସେଠାରେ ୟୁକ୍ରେନୀୟ ସୈନ୍ୟ ବିରୋଧରେ ଲଢ଼ିଲେ ଜେଲରୁ ସବୁଦିନ ପାଇଁ ମୁକ୍ତି ମିଳିବ। ପୁଟିନଙ୍କ ଏଭଳି ଅଫରରେ ଆଜୀବନ ସଜା କାଟୁଥିବା କଏଦୀମାନେ ଆକୃଷ୍ଟ ହୋଇଛନ୍ତି।
#RussianPresident #VladimirPutin #specialoffer #prisoners #Ukrainianarmy #ArgusNews