#ବିଲୁପ୍ତ_ହୋଇଯିବେକି_ଘୁମୁସରୀ_ପ୍ରଜାତିର_ଗାଈଗୋରୁ
ଯେଉଁ ଜମିରେ ଦିନେ ଗାଈଗୋରୁ ଘାସ ଚରୁଥିଲେ ସେଠି ଏବେ ନିର୍ମାଣ ହେଲାଣି ପୋଖରୀ, ପାର୍କ, ବଡ଼ ବଡ଼ କୋଠା । ଅନେକ ଗୋଚର ଜମି ଲୋକଙ୍କ ଜବରଦଖଲରେ। ଗାଈଗୋରୁଙ୍କ ଚରାବୁଲା ପାଇଁ ଗୋଚର ଜମି ଗୁଡିକ ଏବେ ସରକାରୀ କାଗଜ କଲମରେ ରହିଯାଇଛି।
#berhampur #ganjam #cows #extinct #odisha #ArgusNews