ବ୍ୟକ୍ତି ଜଣଙ୍କ କୌଣସି କାର୍ଯ୍ୟରେ ଦ୍ରୁତ ଗତିରେ ସାଇକେଲ ନେଇ ଯାଉଛନ୍ତି । ହେଲେ ହଠାତ୍ ଏ କଣ ହେଉଛି ନଜର ପକାନ୍ତୁ... ଏହି ଭିଡିଓ ଟି ଆସାମର ଯାହା ଏବେ ବହୁ ସଂଖ୍ୟାରେ ଭାଇରାଲ ହେବାରେ ଲାଗିଛି ।
#Assam #tiger #ArgusNews
Fact crescendo ସଠିକ ଖବର ଜଣାଇବା ପରେ ଆମେ ଖବରରେ ପରିବର୍ତ୍ତନ କରିଛୁ ।
https://odia.factcrescendo.com/2022/09/27/video-of-leopard-attack-on-cyclist-is-from-assam-not-uttarakhand/