#ପୁଣି_ଲଭ୍_ଜିହାଦ_ପାଇଁ_ବଳି_ପଡିଲେ_ନିରୀହ_ଛାତ୍ରୀ
#ଆଇ_ଲଭ୍_ୟୁ_କହିଲାନି_ବୋଲି_ପେଟ୍ରୋଲ_ଢାଳି_ଜାଳିଦେଲା
ପୁଣି ଲଭ୍ ଜିହାଦ ପାଇଁ ବଳି ପଡିଲେ ନିରୀହ ଛାତ୍ରୀ । ଝାଡଖଣ୍ଡରେ ଛାତିଥରା ଘଟଣା । ଆଇ ଲଭ୍ ୟୁ କହିଲାନି ବୋଲି ପେଟ୍ରୋଲ ଢାଳି ଜାଳିଦେଲା ସୈତାନ ପ୍ରେମିକ । 5 ଦିନର ସଂଘର୍ଷ ପରେ ଆଖି ବୁଜିଲେ ଦୁମକା ପୀଡିତା ଦ୍ବାଦଶ ଶ୍ରେଣୀ ଛାତ୍ରୀ ଅଙ୍କିତା
#Student #LoveIssue #Controversy #Jharkhand #ArgusNews