ପଡ଼ୋଶୀ ସମସ୍ୟାରେ ଥିଲେ ଆମେ ମଧ୍ୟ ସମସ୍ୟାରେ ରହିବୁ । ପଡ଼ୋଶୀର ସଙ୍କଟ ଏବଂ ସମସ୍ୟା ଆମ ପାଇଁ ଚିନ୍ତାଜନକ । ଶ୍ରୀଲଙ୍କାରେ ଦେଖା ଦେଇଥିବା ଆର୍ଥିକ ଏବଂ ରାଜନୈତିକ ସଙ୍କଟକୁ ନେଇ ଭାରତର ଚିନ୍ତା । ଏଥିପାଇଁ ଆଜି ଅନୁଷ୍ଠିତ ହୋଇ ଯାଇଛି ସର୍ବଦଳୀୟ ବୈଠକ । ବୈଠକରେ ସଭାପତିତ୍ବ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।
#SriLankaCrisis #PoliticalCrisis #SJaishankar #ArgusNews