ବିହାରର ଗୟାରେ ଲୋକେ ଠେଲିଲେ ଟ୍ରେନ ବଗି । ଦେଖାଇଲେ ଦେଶପ୍ରେମ । ଜୀବନକୁ ପାଣି ଛଡେଇ ଜଳୁଥିବା ବଗି ଅଲଗା କଲେ ରେଳ କର୍ମଚାରୀ । ଲୋକେ ହାତରେ ଠେଲି ବଗିକୁ ବଞ୍ଚାଇଲେ ନିଆଁରୁ । ମୁହଁ ଲୁଚାଇ ଟ୍ରେନ ଜାଳୁଥିବା ଲୋକେ ଶିଖନ୍ତୁ ଏମାନଙ୍କଠୁ ।
#Bihar #people #traincarriages #Railway #workers #burning #rescued #ArgusNews