#କଂଗ୍ରେସକ_ବାଏ_ବାଏ_କଲେ_କପିଲ୍_ସିବଲ
#ଆଗକୁ_ଆଉ_କାହାର_ପାଳି ?
କଂଗ୍ରେସ ହାତ ଛାଡ଼ିଲେ କପିଲ୍ ସିବଲ । ତୁଟାଇଦେଲେ ଦୀର୍ଘ ବର୍ଷର ସମ୍ପର୍କ । ବର୍ଷ ଶେଷ ଆଡ଼କୁ ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଥିବା ବେଳେ କଂଗ୍ରେସ ନେତାଙ୍କ ଦଳ ଛାଡ଼ିବା ନେଇ ବଢ଼ିଛି ଚିନ୍ତା ।
#Congress #KapilSibal #left #AssemblyElections #ArgusNews