ମଣିପୁରରେ ଲ୍ୟାଣ୍ଡସ୍ଲାଇଡ୍ରେ ୮୦ ଟପିଲା ମୃତ୍ୟୁସଂଖ୍ୟା ।
ମଣିପୁରରେ ମାଟି ଅତଡ଼ା ଖସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୮୦ ଟପିଛି । ଯାହାକୁ ରାଜ୍ୟ ଇତିହାସର ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ କହିଛନ୍ତି ମୁଖ୍ୟମନ୍ତ୍ରୀ ବିରେନ ସିଂ । ଏବେ ବି ରେସ୍କ୍ୟୁ ଅପରେସନ ଜାରି ରହହିଛି
#Manipur #landslide #deathrate #ArgusNews