ଫେଲ୍ ମାରିଲା ପାକିସ୍ତାନର ଉରି ଅନୁପ୍ରବେଶ ପ୍ଲାନ୍
ଭାରତୀୟ ସେନାର ସର୍ଭିଲାନ୍ସ ସିଷ୍ଟମ ଆଗରେ ଧରା ପଡ଼ିଗଲା ସବୁ କାରସାଦୀ । ଚିହ୍ନଟ ହେବା ମାତ୍ରେ ସଜାଗ ଭାରତୀୟ ଯବାନଙ୍କ ଦ୍ବାରା ନିପାତ ୩ ଆତଙ୍କୀ। ଅନୁପ୍ରବେଶର ଭିଡ଼ିଓ ଜାରି କଲା ଭାରତୀୟ ସେନା ।
#uri #Pakistan #infiltration #LoC #jammukashmir #indianarmy #National #ArgusNews