ସିଦ୍ଧୁ ମୁସେବାଲାଙ୍କ ହତ୍ୟା ପରେ ବାହନ ଗୁଡିକୁ ବୁଲେଟ ପ୍ରୁଫ କରିବା ମାମଲା ବଢିଲା । ପଂଜାବ ଓ ମହାରାଷ୍ଟ୍ରରେ ବାହନ ଗୁଡିକୁ କରାଯାଇଥାଏ ବୁଲେଟ ପ୍ରୁଫ । ଏହି ଘଟଣା ପରେ ପଂଜାବୀ ଓ ଭୋଜପୁରୀ ଫିଲ୍ମ ସହ ଜଡିତ କଳାକାର ମାନଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।
#SidhuMooseWala #bulletproof #vehicles #assassination #Artist #ArgusNews