#ମାତା_ସିତାଙ୍କୁ_ଉପହାରରେ_ମିଳିଥିଲା_ଏହି_ମହଲ
ହିନ୍ଦୁ ଧର୍ମର ପରମ୍ପରା ରହିଛି ନବବଧୁ ବିବାହ ପରେ ଶାଶୁ ଘର ଆସିଲେ ଶାଶୁ ଶ୍ବଶୁର କିଛି ଉପହାର ଦିଅନ୍ତି। ଯେତେବେଳେ ଭଗବାନ ରାମ ବିବାହ କରି ମାତା ସୀତାଙ୍କୁ ନେଇ ଅଯୋଧ୍ୟା ଆସିଥିଲେ ସେତେବେଳେ ମାତା କୈକେୟୀ ତାଙ୍କୁ କନକ ମହଲ ଉପହାର ଦେଇଥିଲେ...।
#Argusnews #Ramanavami #Hindufestival #Ramanavami2023 #Lordramabirthday #KanakBhawan #Ayodhya