ଭାରତର ଯବାନମାନଙ୍କ ପାଇଁ ଆମେ ପ୍ରତି ମୂହୁର୍ତ୍ତରେ ଗର୍ବ କରୁ । ସେମାନଙ୍କ ବଳିଦାନ ଆଗରେ ଆମେ ମଥା ନୂଆଁଇବାକୁ ବାଧ୍ୟ ହେଉ । ପ୍ରତି ମୁହୁର୍ତ୍ତରେ ଆମେ ସୁରକ୍ଷିତ ରହିବା ପଛରେ ଥାଆନ୍ତି ସେମାନେ । ଏ ଦୃଶ୍ୟ ହେଉଛି ଭାରତୀୟ ସୀମାରେଖା ନିକଟରେ ଥିବା କିଛି ଭାରତୀୟ ଯବାନମାନଙ୍କର ।
#indianarmy #india #salute #struggle #border #ArgusNews