ଜୈବିକ ପ୍ରଣାଳୀରେ ଆଚାର ,ଜାମ ବନେଇ ଏକ ସଫଳ ବିଜନେସ ମହିଳା ଭାବେ ଚର୍ଚ୍ଚାରେ ମହିଳା । ଜାମ୍ମୁ କାଶ୍ମୀର ର ଶ୍ରୀନଗର ଏହି ମହିଳା ଜୈବିକ ପ୍ରଣାଳୀରେ ଆଚାର, ଜାମ ବନେଇ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ପୋଷ୍ଟ କରିଥିଲେ । ଏହାପରେ ଅଧିକ ସଂଖ୍ୟକ ଲୋକ ଏହାକୁ ପସନ୍ଦ କରିବା ପରେ ଏବେ ସେ ଅନେକ ଆଚାର ,ଜାମ ତିଆରି କରି ପୋଷ୍ଟ କରିବା ସହ ଲାଭବାନ ବ୍ୟପାରୀ ଭାବେ ପରିଚିତ ହୋଇପାରିଛନ୍ତି ।
#successfulwomen #jammukashmir #Srinagar #organic #technique #pickles #onlinebusiness