#ଶ୍ରୀରାମଙ୍କ_ଦର୍ଶନ_ବେଳେ_କୂଅରେ_ଖସିପଡିଲେ_ଭକ୍ତ
ଶ୍ରୀରାମ ନବମୀ ଅବସରରେ ଇନ୍ଦୋରରେ ପ୍ରଭୁ ରାମଙ୍କ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ପାଖରେ ଥିବା ଏକ ପୁରୁଣା କୁଅ ଉପରେ କିଛି ଭକ୍ତ ଚଢିଥିବା ବେଳେ ହଠାତ କୁଅର ଛାତ ଖସି ପଡିଲା । ଫଳରେ ୨୫ ଜଣ ଶ୍ରଦ୍ଧାଳୁ କୁଅରେ ଖସିପଡିଲେ । ୨୫ ଜଣ ଭକ୍ତ ଖସି ପଡିଥିବା ବେଳେ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି ।
#indore #shreeramnavami #MadhyaPradesh #stepwell #rescue #ArgusNews