#ବୁର୍ଖା_ପିନ୍ଧି_ଝିଅ_ମାନଙ୍କୁ_କରୁଥିଲା_ଅସଦାଚରଣ
ପୋଲିସ ତାକୁ ମହିଳା ବୋଲି ଭାବୁଥିଲା । ବୁ୍ର୍ଖା ଖୋଲିଲା ପରେ ବାହାରିଲା ସୁହେଲ ନାମକ ପୁରୁଷ । ଥାନା ଅଣା ଯିବା ପରେ ମଧ୍ୟ ଖୋଲୁ ନ ଥିଲା ବୁର୍ଖା । ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାରେ ସୋହେଲ ନାମକ ଜଣେ ପୁରୁଷ ବୁର୍ଖା ପିନ୍ଧି ଝିଅ ମାନଙ୍କ ସହ ଅସଦାଚରଣ କରୁଥିଲା । ସେ ଦୁଇ – ତିନି ଦିନ ଧରି ଝିଅ ମାନଙ୍କ ସହ ଅସଦାଚରଣ କରି ଆସୁଥିଲା । ତେବେ ସୁହେଲ ବୁର୍ଖା ପିନ୍ଧି ବସରେ ବସିଥିଲା । ସେଠାରେ କୌଣସି ପ୍ରକାର ଆପତ୍ତିଜନକ କାମ କରିଥିବା ବେଳେ ଲୋକ ମାନେ ଏହାର ବିରୋଧ କରିଥିଲେ ।
#burkha #girls #Missbehaved #UttarPradesh #Sohail #abusinggirls #Odisha #ArgusNews