ମନାକଲେ ମିଳିବନି ଟିକା ,ଟିକା ନେବାକୁ ସ୍ୱାସ୍ଥ୍ୟକର୍ମୀ ଆଗେଇ ଆସିବାକୁ ଅନୁରୋଧ I ନହେଲେ ପରେ ମିଳିବନି ମାଗଣାରେ ଟିକା I ଋାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା I ରାଜ୍ୟରେ ପହଞ୍ଚିଛି ଆଉ ୩ ଲକ୍ଷ ୩୪ ହଜାର ୫୩୪ କୋଭିସିଲ୍ଡ ଟିକା I ତିନି ଦିନ ପରେ ଟିକାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ...
#ArgusNews #Odisha #Corona_Vaccine
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app