ଦିନକୁ ଦିନ ଖୋଲିବାରେ ଲାଗିଛି ବିଦେଶୀ ସେଲେବ୍ରିଟିଙ୍କ ଟ୍ୱିଟ୍ ପଛର ରହସ୍ୟ । ଗୋଟିଏ ଟ୍ୱିଟ୍ ପାଇଁ ଆମେରିକାନ୍ ପପ୍ଷ୍ଟାର୍ ରିହାନ୍ନା ଡଲାର୍ ଆକାରରେ ନେଇଛନ୍ତି ୧୮କୋଟି ଟଙ୍କା । କୃଷକ ଆନ୍ଦୋଳନ ସମର୍ଥନରେ ଟ୍ୱିଟ୍ ପାଇଁ ପିଆର୍ ଫାର୍ମ ସ୍କାଏ ରକେଟ୍ ଦେଇଛି ଏହି ଅର୍ଥ ...
#ArgusNews #Rihannaa_tweet
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app