ଆନ୍ଦୋଳନ ନାଁରେ ହିଂସାକୁ ଚାଷୀ ସଂଗଠନ ସହ ସାରା ଦେଶ କରୁଛି ନିନ୍ଦା ...ଏବେ ଦିଲ୍ଲୀରେ କିଛି କିଛି ଜାଗାରେ 144 ଧାରା ଲାଗୁ କରାଯାଇଛି ... ହିଂସା ପରେ ଏବେ କଣ ରହିଛି ପରିସ୍ଥିତି ଦେଖନ୍ତୁ
#ArgusNews #Delhi #FarmerTractorRally
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app