ବି-ଟାଉନ୍ରେ ଟ୍ୟାକ୍ସଚୋରି
ଏବେ ବି-ଟାଉନ୍ ଅର୍ଥାତ୍ ବଲିଉଡ଼୍ ଶିଳ୍ପ ସହିତ ସମ୍ପୃକ୍ତ କିଛି ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ସଂସ୍ଥା ଉପରେ ହୋଇଥିବା ଆୟକର ବିଭାଗର ରେଡ଼୍କୁ ନେଇ ସୃଷ୍ଟି ଘମାସାନ୍ । ଅନୁରାଗଙ୍କ ପ୍ରଡକସନ୍ ହାଉସ୍ ଫିଲ୍ମସ ବିପୁଳ ଟ୍ୟାକ୍ସ ଫାଙ୍କିଥିବାରୁ ଏହି ସଂସ୍ଥା ସହିତ ଜଡ଼ିତ କଳାକାର ଏବଂ ଅନ୍ୟମାନଙ୍କୁ ପଚରାଉଚରା କରାଯାଉଛି....
#ArgusNews #National #Bollywood #TAX