ଦିଲ୍ଲୀ ହିଂସା ପଛରେ କିଏ?
ଗଣତନ୍ତ୍ର ଦିବସରେ ଦେଶର ଅପମାନ ପଛରେ କିଏ? । ଦେଶର ଅପମାନ କରିଥିବା ଆନ୍ଦଳନକାରୀ କଣ ଚାଷୀ? ହିଂସା ପଛର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ବର୍ତ୍ତମାନ ଆରମ୍ଭ ହୋଇଛି ଅଭିଯାନ । ସାମ୍ନାକୁ ଆସିଲା କେଜରିୱାଲଙ୍କ ଦୋମୁହାଁ ଚେହେରା.....
#ArgusNews #National #Delhi #Violence
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app