#କାମ_ଦେଉଛି_କେନ୍ଦ୍ର_ସରକାରଙ୍କ_ନୀତି...
ଦେଶରେ ଖସୁଛି କୋରୋନା ଗ୍ରାଫ...ତିନି ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା...ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ଆସିଲା ସକରାତ୍ମକ ଖବର...ପ୍ରାୟ ଏକ ମାସର ବ୍ୟବଧାନ ପରେ ଦେଶରେ ତିନି ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା...
#ArgusNews #ArgusTv #ArgusNewsTv #Corona #Corona_Graph