ବାହାରେ ପ୍ରବଳ ତାତି, ରିସୋର୍ଟରେ ମାଙ୍କଡ଼ମାନଙ୍କର ମସ୍ତି...
ସୁଇମିଂ ପୁଲରେ ଚାଲିଛି ସମର୍ ମସ୍ତି।ଭଲ ଭାବେ ଦେଖନ୍ତୁ... ଏହି ମସ୍ତିଭରା ଭିଡିଓଟିକୁ... ମାଙ୍କଡ଼ ମାନେ କିଭଳି ସୁଇମିଂ ପୁଲରେ ମଜା ଉଠାଉଛନ୍ତି । ମଣିଷଙ୍କ ଭଳି ମାଙ୍କଡ଼ ମାନେ ମଧ୍ୟ ସୁଇମିଂ ପୁଲରେ ଗାଧୋଇବାରେ ବ୍ୟସ୍ତ.....
#ArgusNews #National #ViralVideo #Summer #Monkey #SwimmingPool