ବିବାଦରେ ବଲିଉଡ ଅଭିନେତା ଅମିର ଖାନ । ତୁର୍କୀର ପ୍ରଥମ ମହିଳାଙ୍କୁ ଭେଟି ଜନ ଆକ୍ରୋଶର ଶିକାର । ସୋସିଆଲ ମିଡିଆରେ ଅମିର ଖାନଙ୍କୁ ଜୋରଦାର ବିରୋଧ । ଅମିରଖାନ ଏବଂ ବିବାଦ କିଛି ନୂଆ କଥା ନୁହେଁ । ପୂର୍ବରୁ ଦେଶରେ ଅସହିଷ୍ଣୁତା ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବେଶ ଚର୍ଚ୍ଚାରେ ରହିଥିଲେ ଅମିର
#ArgusNews #AamirKhan #SocialMedia