ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ସମ୍ବନ୍ଧରେ UGC ର ନିର୍ଦ୍ଦେଶାବଳୀକୁ ମଧ୍ୟ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ୟୁଜିସିଙ୍କ ଅନୁମତି ବିନା ରାଜ୍ୟମାନେ ପରୀକ୍ଷା ବାତିଲ କରିପାରିବେ ନାହିଁ ....
#ArgusNews #UGC_Guideline #College #University